Jump to content

ବିଶ୍ୱା

ଉଇକିଅଭିଧାନ‌ରୁ

ବିଶ୍ୱା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବିଶ୍ୱ=ପରିମାଣବିଶେଷ)

[ସମ୍ପାଦନା]
୧. (ଭୂମି ପରିମାଣ) ଗୁଣ୍ଠର ୧୬: ବାଗରୁ ଏକ ଭାଗ; ମାଣକର ୪ ଭାଗରୁ ଏକଭାଗ —୧. ୧/୧୬ of a guṇṭha; ୧/୪୦୦ of an acre.
୨. (ଦ୍ରବ୍ୟର ଓଜନ) ସେରର ୧୬: ଭାଗରୁ ଏକଭାଗ ବା ମହଣର ୬୪: ଭାଗରୁ ଏକ ଭାଗ; ଛଟାଙ୍କି —୨. ୧/୧୬ of a seer.
୩. (ଶସ୍ୟ— ପରିମାଣ) ଗଉଣୀର ୧୬: ଭାଗରୁ ଏକ ଭାଗ ବା ଭରଣର ୧୨୮: ଭାଗରୁ ଏକ ଭାଗ —୩. ୧/୧୬ of a gauṇī.
୪. (ମୁଦ୍ର ପରିମାଣ) ପାହୁଲାର ୧୬: ଭାଗରୁ ଏକଭାଗ — ୪. ୧/୧୬ of a pic.
୫. (କଉଡ଼ି ପରିମାଣ) ଏକ କଡ଼ା କଉଡ଼ିର ଚତୁର୍ଥାଂଶ —୫. ୧/୪ of a courie.
୬. (ସମଷ୍ଟି ପରମାଣ) କୌଣସି ପୂର୍ଣ୍ଣ ପଦାର୍ତକୁ ଏକ କାହାଣ କଳ୍ପନା କରାଯାଇ ତହିଁରେ ୧୬: ଭାଗରୁ ୧ ଭାଗ —୬. ୧/୧୬ of any whole thing.
୭. (ଜହୁରିମାନଙ୍କର ହୀରା ନୀଳା ଆଦିର ଓଜନ) ୧ ରତିର ୨ ଭାଗରୁ ୧ ଭାଗ — ୭. ୧/୨୦ of a Rati (goldsmith's standard of weight)