Jump to content

ବିଶ୍ୱାଚୀ

ଉଇକିଅଭିଧାନ‌ରୁ

ବିଶ୍ୱାଚୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବିଶ୍ୱ+ଅନଚ୍ ଧାତୁ=ଗମନ କରିବା+ କ୍ୱିପ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଜଣେ ଅପ୍ସରା —୧ Name of a heavenly nymph.
୨. ବାହୁରୋଗ— ବିଶେଷ —୨. A kind of disease affecting the arm.