ବିଶ୍ୱାବସୁ
ଦେଖଣା
ବିଶ୍ୱାବସୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ—(ବହୁବ୍ରୀହି; ବିଶ୍ୱ=ବହୁତ+ବସୁ=ଧନ)
[ସମ୍ପାଦନା]- ୧. ଗନ୍ଧର୍ବବିଶେଷ —୧. Name of a gandharba.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୨. ରାତ୍ରି —୨ The night.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୋକାନରେ ପଣ୍ୟଦ୍ରବ୍ୟ ଓଜନ କରିବାପାଇଁ ବ୍ୟବହୃତ (ସେର, ଅଧସେର, ପାଆ, ଛଟାଙ୍କି, ରତି ଓ କାଣି ଆଦି ଓଜନର) ବଟକରା —The standard weight used in weighing merchandise.
[ଉ— ବଣିଜାର ହସ୍ତ ସ୍ୱର୍ଗ ପ୍ରତୀତି; ବିଶ୍ୱାବସୁ ଛନ୍ତି ସବୁ ଜାଣନ୍ତି ଭଞ୍ଜ—ବୈଦେହୀଶବିଳାସ]