Jump to content

ବିଶ୍ୱାମିତ୍ରି

ଉଇକିଅଭିଧାନ‌ରୁ

ବିଶ୍ୱାମିତ୍ରି

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwāmitri
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ mˈɔ hɾˌɔʃʃoˈikaɾ tˈɔ hˈʌlˈʌntɔ ɾˈɔ hɾˌɔʃʃoˈikaɾ
  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ବିଶ୍ୱାମିତ୍ରୀୟ)

[ସମ୍ପାଦନା]

ବିଶ୍ୱାମିତ୍ରଙ୍କ ପରି ପ୍ରାକୃତିକ ନିୟମ ବହିର୍ଭୂତ (କାର୍ଯ୍ୟ) —(any act) Done or performed in an unnatural manner.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅପ୍ରାକୃତିକ ବା ପୈଶାଚିକ ପ୍ରଣାଳିରେ ଇନ୍ଦ୍ରିୟବୃତ୍ତି ଚରିତାର୍ଥ କରିବା ପ୍ରକ୍ରିୟା (ଯଥା—ମୁଖମୈଥୁନ, ପୁଂମୈତୁନ) —Unnatural modes of satisfying one's lust.