Jump to content

ବିଶ୍ୱାମିତ୍ର ଜୀମୂତ

ଉଇକିଅଭିଧାନ‌ରୁ

ବିଶ୍ୱାମିତ୍ର ଜୀମୂତ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwāmitra jīmūta
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ mˈɔ hɾˌɔʃʃoˈikaɾ tˈɔ hˈʌlˈʌntɔ ɾˈɔ ɟimˈuːto
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୁହୁଡ଼ି —Mist; fog.

[ଉ— ଦିନେ ମୁଁ ଦେଖି ବିଶ୍ୱାମିତ୍ରଜୀମୂତ— ଭଞ୍ଜ. ପ୍ରେସୁଧାନିଧି]

[ଦ୍ରଷ୍ଟବ୍ୟ —ପୁରାଣ ମତରେ ପରାଶର ଦିବସକାଳରେ ଦାସରାଜଜେମା ମତ୍ସ୍ୟଗନ୍ଧାଙ୍କ ସଙ୍ଗେ ରମଣ କରିବାବେଳେ ଲୋକଚକ୍ଷୁର ଅଦୃଶ୍ୟ ହେବା ପାଇଁ କୁହୁଡ଼ି ସୃଷ୍ଟି କରିଥିଲେ]