Jump to content

ବିଶ୍ୱାମିତ୍ର ବ୍ରାହ୍ମଣ

ଉଇକିଅଭିଧାନ‌ରୁ

ବିଶ୍ୱାମିତ୍ର ବ୍ରାହ୍ମଣ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwāmitra brāhmaṇa
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ mˈɔ hɾˌɔʃʃoˈikaɾ tˈɔ hˈʌlˈʌntɔ ɾˈɔ bɾˈahmʌnˌɔ

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ମାସ୍ତାନ ବ୍ରାହ୍ମଣଜାତୀୟ ନୀଚ ବ୍ରାହ୍ମଣବିଶେଷ —A class of low caste Brāhmaṇas.

[ଦ୍ରଷ୍ଟବ୍ୟ —ଏମାନଙ୍କର ପଇତା ଥାଏ ମାତ୍ର ଏମାନେ ଶୂଦ୍ରବତ୍ ଆଚରଣ କରନ୍ତି]