ବିଶ୍ୱାଳ
ଦେଖଣା
ବିଶ୍ୱାଳ
ଉଚ୍ଚାରଣ
[ସମ୍ପାଦନା](ବିଶୁଆଳ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବିଷୟପାଳ)
[ସମ୍ପାଦନା]- ୧. ମରହଟ୍ଟା ଓ ହିନ୍ଦୁରାଜାଙ୍କ ଅମଳର ଗ୍ରାମରକ୍ଷକ କର୍ମଚାରୀବିଶେଷ —୧. Title of a village official during the Mahomedan and Marhatta rules.
[ଦ୍ରଷ୍ଟବ୍ୟ —ଏମାନେ ଦରମା ନିମନ୍ତେ ଜାଗିରି ଜମି ଭୋଗ କରୁଥିଲେ]
- ୨. କ୍ଷତ୍ରିୟ ଓ ଖଣ୍ଡାୟତମାନଙ୍କର ଉପାଧି— ବିଶେଷ —୨. Family title of some Kshatriyas and Khaṇḍāyats.