Jump to content

ବିଶ୍ୱାଳି ଜାଗିରି

ଉଇକିଅଭିଧାନ‌ରୁ

ବିଶ୍ୱାଳି ଜାଗିରି

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwāḻi jāgiri
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ ˈl̩ʌ hɾˌɔʃʃoˈikaɾ ɟˈaɡiɾˌi

(ବିଶ୍ୱାଳି ହେତା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

'ବିଶ୍ୱାଳ' କର୍ଯ୍ୟର ପାରିଶ୍ରମିକ ସ୍ୱରୂପ ରାଜଦତ୍ତ ନିଷ୍କର ବୃତ୍ତି —Service land held by a Biṡwāḻa.

[ଦ୍ରଷ୍ଟବ୍ୟ —ବର୍ତ୍ତମାନ ଇଂରାଜ ରାଜତ୍ୱରେ ଓଡ଼ିଶାରୁ ଏହି ବିଶ୍ୱାଳିପ୍ରଥା କ୍ରମଶଃ ଉଠି ଯାଇଅଛି; କିନ୍ତୁ ବିଶ୍ୱାଳି ଜଗିରିମାନେ ବିଶ୍ୱାଳିର ବଂଶଧରମାନେ ଭୋଗ କରୁଥିବା ପର୍ଯ୍ୟନ୍ତ ସେଥିରେ ସାଧାରଣ ରଇତି ଜମାର ଅଧେ କର ଧାର୍ଯ୍ୟ ହୋଇଅଛି ଓ ସେ ଜମି ଯଦି ବିଶ୍ୱାଳର ବଂଶଧର ମାନଙ୍କଠାରୁ ଅନ୍ୟ ବଂଶୀୟ ବ୍ୟକ୍ତିଙ୍କ ହସ୍ତକୁ ଯାଏ, ତେବେ କ୍ରେତାମାନେ ପୁରା ଜମା ରାଜସ୍ୱଦେବେ ଏହିପରି ଆଦେଶ ହୋଇଅଛି]