ବିଶ୍ୱାସଘାତକ
ଦେଖଣା
ବିଶ୍ୱାସଘାତକ
ଉଚ୍ଚାରଣ
[ସମ୍ପାଦନା](ବିଶ୍ୱାସଘାତୀ—ଅନ୍ୟରୂପ)
(ବିଶ୍ୱାସଘାତିକା, ବିଶ୍ୱାସଘତିନୀ—ସ୍ତ୍ରୀ)
(ବିଶ୍ୱାସଘାତକତା[ତ୍ୱ], ବିଶ୍ୱାସଘାତିତା[ତ୍ୱ]—ବିଶେଷ୍ୟ)
ସଂସ୍କୃତ - ବିଶେଷଣ - ପୁଂ. (ବିଶ୍ୱାସ+ଘାତକ)
[ସମ୍ପାଦନା]ଅବିଶ୍ୱାସୀ; ଯେଉଁ ଲୋକ ତାହା ଉପରେ ବିଶ୍ୱାସ କରିଥବା ବ୍ୟକ୍ତିର ଅନିଷ୍ଟ କରେ; ଯେ ବିଶ୍ୱାସରେ ବିଷ ଦିଏ —Perfidious.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପ୍ରତାରକ; ବଞ୍ଚକ — A cheat.