Jump to content

ବିଶ୍ୱାସଯୋଗ୍ୟ

ଉଇକିଅଭିଧାନ‌ରୁ

ବିଶ୍ୱାସଯୋଗ୍ୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwāsaj̄ogya
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ dʒˈɔ ˈokaɾ ɡˈɔ hˈʌlˈʌntɔ ˈɔj

(ବଶ୍ୱାସାର୍ହ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - (ବିଶ୍ୱାସ+ଯୋଗ୍ୟ)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତିକୁ ବିଶ୍ୱାସ କରଯାଇ ପାରେ —୧. Fit to be trusted; reliable trustworthy (person).
୨. ଯେଉଁ କଥାକୁ ବିଶ୍ୱାସ କରାଯାଇ ପାରେ —୨. Reliable (matter).