Jump to content

ବିଶ୍ୱାସରା

ଉଇକିଅଭିଧାନ‌ରୁ

ବିଶ୍ୱାସରା

ଉଚ୍ଚାରଣ

[ସମ୍ପାଦନା]

ବିଶ୍ୱାସ ରାଏ, ବିଶ୍ୱାସରାୟ, ବିଶାସରାଅନ୍ୟରୂପ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ରାଜଙ୍କ ଖାଦ୍ୟପାନ ଆଦି ତତ୍ତ୍ୱା— ବଧାରଣ କରିବା କର୍ମଚାରୀ —Title of a servant who supervises and tests Raja's food and drink.