Jump to content

ବିଶ୍ୱାସରେ ବିଷ ଦେବା

ଉଇକିଅଭିଧାନ‌ରୁ

ବିଶ୍ୱାସରେ ବିଷ ଦେବା

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwāsare bisha debā
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ ɾˈɔ ˈekaɾ bˈiʃɔ dˈewba

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିଶ୍ୱାସଘାତକତା କରିବା — ୧. To act perfidiously.
୨. ଯେଉଁ ଲୋକ କାହାରି ଉପରେ ବିଶ୍ୱାସ ସ୍ଥାପନ କରିଥାଏ ସେ ତାକୁ ବିଷ ପ୍ରୟୋଗ କରିବା — ୨. To administer poison to a person who has implicit faith on you.