Jump to content

ବିଶ୍ୱାସୀ

ଉଇକିଅଭିଧାନ‌ରୁ

ବିଶ୍ୱାସୀ

ଉଚ୍ଚାରଣ

[ସମ୍ପାଦନା]

(ବିଶେଷ୍ୟ - ଅବିଶ୍ୱାସୀ)

  • (file)
  • (file)

ସଂସ୍କୃତ - ବିଶେଷଣ - (ବିଶ୍ୱାସିନ୍; ବିଶ୍ୱାସ+ଅସ୍ତ୍ୟର୍ଥେ. ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଯାହାର ଅନ୍ୟଠାରେ ବିଶ୍ୱାସ ଅଛି, ବିଶ୍ୱାସକାରୀ — ୧. Believing; confident.
୨. ଯାହାଠାରେ ଅନ୍ୟର ବିଶ୍ୱାସ ଅଛି —୨. Trusted.
୩. ଯାହାକୁ ବିଶ୍ୱାସ କରାଯାଇ ପାରେ; ବିଶ୍ୱାସଯୋଗ୍ୟ —୩. Trustworthy; reliable.
୪. ପ୍ରଭୁଭକ୍ତ —୪. Faithful
୫. କୌଣସି ଧର୍ମମତରେ ବା ଈଶ୍ୱରଙ୍କଠାରେ ଆସ୍ଥାବାନ୍ — ୫. Having firm faith in a religious tenet or in God.