Jump to content

ବିଶ୍ୱାସ କରିବା

ଉଇକିଅଭିଧାନ‌ରୁ

ବିଶ୍ୱାସ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବିଶ୍ୱାସ ରଖିବା—ଅନ୍ୟରୂପ)

ଦେଶଜ - କ୍ରି—(ସଂସ୍କୃତ - ବିଶ୍ୱାସ)

[ସମ୍ପାଦନା]
୧. କୌଣସି ବିଷୟକୁ ମନ ମଧ୍ୟରେ ସତ୍ୟ ବୋଲି ଜାଣିବା — ୧. To believe a thing.
୨. କୌଣସି ବ୍ୟକ୍ତିର ସାଧୁତା ଆଦି ସମ୍ୱନ୍ଧରେ ନିର୍ଭର କରିବା —୨. To believe in the honesty of a person.
୩. କୌଣସି ବ୍ୟକ୍ତିକୁ ଆପଣାର ଗୁପ୍ତ କଥା କହିବା —୩. To entrust a person with one's secret.
୪. କୌଣସି ଧର୍ମ— ମତରେ ଆସ୍ଥା ସ୍ଥାପନ କରିବା —୪. To put faith on a religious tenet.