ବିଶ୍କୁଟ୍
(ବିଶ୍କୁଟ, ବିଶିକୁଟ୍, ବିଶିକୁଟୁ, ବିଶୁକୁଟ୍, ବିଷ୍କୁଟ— ଅନ୍ୟରୂପ)
ଦୁଇଥର ଭଜା ହୋଇଥିବା ଓ ବହୁଦିନସ୍ଥାୟୀ ମଇଦାର ବା ଯବ ଅଟାର ପିଷ୍ଟକ— ବିଶେଷ —Biscuit.