Jump to content

ବିଷଇ

ଉଇକିଅଭିଧାନ‌ରୁ

ବିଷଇ

ଉଚ୍ଚାରଣ

[ସମ୍ପାଦନା]

(ବିଷେଇ, ବିଷୋଇ—ଅନ୍ୟରୂପ)

ଦେଶଜ - ବି—(ସଂସ୍କୃତ - ବିଷୟୀ)

[ସମ୍ପାଦନା]
୧. ବିଶୋଇ— (ଦେଖ) - — Biṡoi (See)
୨. ହିସାବ ପତ୍ର ଲେଖିବା ରାଜ— କର୍ମଚାରୀ —୨. An accounttant; a clerk.
୩. ଶୂଦ୍ରଙ୍କ ଉପାଧିବିଶେଷ — ୩. Family title of Ṡudras.

ଦେଶଜ - ବିଶେଷଣ -

[ସମ୍ପାଦନା]


ସଂସାରବିଷୟାସକ୍ତ —Addicted to worldly concerns.