Jump to content

ବିଷକୁମ୍ଭ ପୟୋମୁଖ

ଉଇକିଅଭିଧାନ‌ରୁ

ବିଷକୁମ୍ଭ ପୟୋମୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ପାତ୍ରର ଭିତରେ ବିଷ ଓ ମୁହଁ ପାଖେ ଦୁଗ୍ଧ ଥାଏ — ୧. A pot which contains poison in the inside and milk at the mouth.
୨. (ଲକ୍ଷଣାର୍ଥ) ଯେଉଁ ଲୋକ ମୁହଁରେ ମିତ୍ରତା ଦେଖାଇ ଅନ୍ତରରେ ଶତ୍ରୁତା ରଖିଥାଏ —୨. (figurative) A person who entertains inimical feelings in the heart and exhibits friendly feelings outside.

[ଦ୍ରଷ୍ଟବ୍ୟ —ପ୍ରତ୍ୟକ୍ଷରେ ପ୍ରିୟବାଦୀ ଓ ପରୋକ୍ଷରେ କାର୍ଯ୍ୟହନ୍ତା ବନ୍ଧୁମାନଙ୍କ ସମ୍ୱନ୍ଦେ ଚାଣକ୍ୟ ଶ୍ଲୋକରେ ଶେଷ ଚରଣ]