ବିଷଘାତୀ
ଦେଖଣା
ବିଷଘାତୀ
ଉଚ୍ଚାରଣ
[ସମ୍ପାଦନା](ବିଷଗାତିନୀ—ସ୍ତ୍ରୀ)
(ବିଷନାଶକ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ବିଷ+ହନ୍ ଧାତୁ+କର୍ତ୍ତୃ. ଇନ୍=ବିଷଘାତିନ୍ ୧ମା. ୧ବ.)
[ସମ୍ପାଦନା]ବିଷନାଶକ; ଯାହା ବିଷର କ୍ରିୟାକୁ ନାଶକରେ —Antidotal; serving as an antidote.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚମ୍ପକ ଗଛ —୧. The Champka tree.
- ୨. ଶିରୀଷ ଗଛ —୨. The Ṡirīsha tree.
- ୩. ଭାଲିଆ (ହିନ୍ଦୀ - ଶ.) —୩. Marking nut.
- ୪. ଭୁକଦମ୍ୱ ହିନ୍ଦୀ - ଶ. (ଦେଖ) - —୪. Bhukadamba (See).
- ୫. ଗନ୍ଧତୁଳସୀ ହିନ୍ଦୀ - ଶ. (ଦେଖ) - —୫. Gandhatuḻasī (See)