Jump to content

ବିଷଘ୍ନୀ

ଉଇକିଅଭିଧାନ‌ରୁ

ବିଷଘ୍ନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବିଷ+ହନ୍ ଧାତୁ=ବଧ କରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଈ)—(ବିଷଘ୍ନ+ଈ)

[ସମ୍ପାଦନା]

ବିଷଘ୍ନର ସ୍ତ୍ରୀ ଲିଙ୍ଗ —Feminine of bishaghna.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ହିଳମୋଚିକା; ହିଡ଼ମିଚ ଶାଗ —୧. A kind of aquatic potherb.
୨. ହରିଦ୍ରା; ହଳଦୀ — ୨. Turmeric.
୩. ରକ୍ତ ବୁନର୍ନବା; ନାଲିପୁରୁଣୀ — ୩. The red variety of hogweed.
୪. ବୃଶ୍ଚି— କାଳୀ; ବିଛୁଆତି ଗୁଳ୍ମ —୪. The stinging nettle.
୫. ମହାକାଳ; ଇନ୍ଦ୍ରବାରୁଣୀ; ପାଞ୍ଚକୋଡ଼ମେଇଲତା — ୫. Colocynth.
୬. ମହାକରଞ୍ଜ ଗଛ —୬. A large species of Karan̄ja tree.
୭. ଭୁଇଁ ଅଅଁଳା (ହିନ୍ଦୀ - ଶ.) (ଦେଖ) - —୭. Bhuiñ a-añḻā (See).
୮. ବନ ତୁଳସୀ (ହିନ୍ଦୀ - ଶ.) —୮. The wild basil plant.
୯. ଦେବଦାଳୀ (ହିନ୍ଦୀ - ଶ.) (ଦେଖ) - — ୯. Debadāḻī (See).
୧. କାଠିଆ କଦଳୀ (ହିନ୍ଦୀ - ଶ.) —୧୦. A variety of plantation used in curry.
୧୧. ଧଳା ଅପାମାର୍ଗ (ହିନ୍ଦୀ - ଶ.) — ୧୧. The white variety of Apāmārga.
୧୨. ରାସ୍ନା (ହିନ୍ଦୀ - ଶ.) —୧୨. Rāsnā (See)