Jump to content

ବିଷଣ୍ଣ ଚିତ୍ତ

ଉଇକିଅଭିଧାନ‌ରୁ

ବିଷଣ୍ଣ ଚିତ୍ତ

ଉଚ୍ଚାରଣ

[ସମ୍ପାଦନା]

ବିଷଣ୍ଣଚେତାଃ, ବିଷଣ୍ଣମନାଃ, ବିଷଣ୍ଣହୃଦୟଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବିଷଣ୍ଣ=ଚିତ୍ତ)

[ସମ୍ପାଦନା]

ଯାହାର ମନ ଦୁଃଖପୂର୍ଣ୍ଣ —Sorrowful.

ସଂସ୍କୃତ - ବିଶେଷ୍ୟ - (କର୍ମଧା, ବିଷଣ୍ଣ+ଚିତ୍ତ)

[ସମ୍ପାଦନା]

ଦୁଃଖପୂର୍ଣ୍ଣ ମନ — Sorrowful mind.