Jump to content

ବିଷଣ୍ଣ ବଦନ

ଉଇକିଅଭିଧାନ‌ରୁ

ବିଷଣ୍ଣ ବଦନ

ଉଚ୍ଚାରଣ

[ସମ୍ପାଦନା]

(ବିଷଣ୍ଣ ମୁଖ—ଅନ୍ୟରୂପ)

(ବିଷଣ୍ଣବଦନା, ବିଷଣ୍ଣମୁଖୀ[ଖା]—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବିଷଣ୍ଣ+ବଦନ)

[ସମ୍ପାଦନା]

ଯାହାର ମନ ଦୁଃଖରେ ପୂର୍ଣ୍ଣ ହୋଇଥାଏ — With a dejected face.

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିଷଣ୍ଣ +ବଦନ)

[ସମ୍ପାଦନା]

ମଳିନମୁଖ —Dejected face.