ବିଷଦମାର୍ଗ
ଆକାଶମାର୍ଗ; ଆକାଶପଥ —The sky; aecrial route.
(ଉ—ବିଶଦକର ଗୋଟାଏ ଆହୁରି, ବିଷଦମାର୍ଗରେ ଗମନ କରି—ଭଞ୍ଜ. ବୈଦହୀଶବିଳାସ)