Jump to content

ବିଷଦିଗ୍ଧ

ଉଇକିଅଭିଧାନ‌ରୁ

ବିଷଦିଗ୍ଧ

ଉଚ୍ଚାରଣ

[ସମ୍ପାଦନା]
(ବିଷଦିଗ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(୩ୟା ତତ୍; ବିଷ+ଦିଗ୍ଧ)

[ସମ୍ପାଦନା]
୧. ବିଷ— ଜର୍ଜରିତ —୧. Overpowered with poison.
୨. ବିଷଲିପ୍ତ —୨. Besmeared with poison.

[ବିଷଦଗ୍ଧ ବପୁ ପ୍ରାୟେ ବହିପୂଚ୍ଛ ଣଙ୍କା ଉପୁଜାଏ ବିକଟ ଶାକୂଚ ରାଧାନାଥ. ଚିଲିକା]