Jump to content

ବିଷଧର

ଉଇକିଅଭିଧାନ‌ରୁ

ବିଷଧର

ଉଚ୍ଚାରଣ

[ସମ୍ପାଦନା]
(ବିଷଧରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ବିଷ+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ; —ଯେ ବିଶଧାରଣ କରିଅଛି)

[ସମ୍ପାଦନା]

ଭୁଜଙ୍ଗ; ସର୍ପ; ଯେଉଁ ସର୍ପର ବିଷଦାନ୍ତ ଅଛି; (ଯଥା—ନାଗ, ଗୋଖର. ତମ୍ପ, ବୋଡ଼ା) —Poisonous snake.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯାହାର ବିଷଥାଏ —Poisonous.