Jump to content

ବିଷଧାରଣ

ଉଇକିଅଭିଧାନ‌ରୁ

ବିଷଧାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଷ+ଧୃ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]

ସର୍ପ — Snake.

(ଉ—ବିହରି ହରିଣ କି ବିଷଧାରଣ ବେନି ସଂଶୟ ଉପୁଜିଲା ଭଞ୍ଜ. ବୈଦେହୀଶ— ବିଳାସ)