Jump to content

ବିଷନାଶ

ଉଇକିଅଭିଧାନ‌ରୁ

ବିଷନାଶ

ଉଚ୍ଚାରଣ

[ସମ୍ପାଦନା]

(ବିଷଧ୍ୱଂସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଷ+ନାଶ)

[ସମ୍ପାଦନା]

ବିଷକ୍ରିୟାର ଲୋପ ବା ନିଷ୍ଫଳୀକରଣ —The nullification or counteracting of the effect of poison.