Jump to content

ବିଷନାଶକ

ଉଇକିଅଭିଧାନ‌ରୁ

ବିଷନାଶକ

ଉଚ୍ଚାରଣ

[ସମ୍ପାଦନା]

ବିଷଧ୍ୱଂସୀ, ବିଷନାଶକ, ବଷନାଶୀ, ବିଷସଂହରଣ, ବିଷସଂହାରକଅନ୍ୟରୂପ

ସଂସ୍କୃତ - ବିଶେଷଣ - (ବିଷ+ନାଶକ)

[ସମ୍ପାଦନା]

ବିଷଦୋଷନାଷକ; ବିଷଘ୍ନ —Antidotal; counteracting the effects of poison.

ବିଷଧ୍ୱଂସିନୀ, ବିଷନାଶିନୀ, ବିଷସଂହାରିକା, ବିଷସଂହାରଣୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶିରୀକ୍ଷଗଛ (ହିନ୍ଦୀ - ଶ.) —୧. The Ṡirīsha tree.
୨. ମାଣସାରୁ (ହିନ୍ଦୀ - ଶ.) —୨. A kind of big srum.