Jump to content

ବିଷନୟନ

ଉଇକିଅଭିଧାନ‌ରୁ

ବିଷନୟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧାରୟ ବିଷ+ନୟନ)

[ସମ୍ପାଦନା]
୧. ବିଷଦୃଷ୍ଟି; ହିଂସାପୂର୍ଣ୍ଣ ଦୃଷ୍ଟି —୧. malignant glance.
୨. ପ୍ରତିକୂଳ ଦୃଷ୍ଟି —୨. Unfavourable look.
ବେଅନୁଗ୍ରହ —୩. Disfavour.

ବିଷନୟନା, ବିଷନେତ୍ରୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ଯାହାର ଦୃଷ୍ଟି ବିଷମୟ ଅଟେ; ଯାହାର ଦୃଷ୍ଟି ପଡ଼ିବା ମାତ୍ରେ ବ୍ୟକ୍ତି ବା ଜୀବ ବିଷଜର୍ଜରିତ ହୁଏ —(one) Having an eye which poisons th object.