Jump to content

ବିଷପୁଚ୍ଛ

ଉଇକିଅଭିଧାନ‌ରୁ

ବିଷପୁଚ୍ଛ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ଯାହା ଲାଙ୍ଗୁଡ଼ରେ ବିଷଥାଏ —Having poison in the tail.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. କଙ୍କଡ଼ାବିଛା —୧. Scorpion.
୨. ତେନ୍ତୁଳିଆ ବିଛା —୨. Centiped.