ବିଷପୋକ ବିଷରେ ବଞ୍ଚିବା(ନ୍ୟାୟ)
ଦେଖଣା
ବିଷପୋକ ବିଷରେ ବଞ୍ଚିବା(ନ୍ୟାୟ)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଷପୋକ ବିଷରେ ବଞ୍ଚିବା(ନ୍ୟାୟ)
|
ବିଷାକ୍ତ ବସ୍ତୁରେ ଯେଉଁ କୃମି ଜାତ ହୁଅନ୍ତି, ସେମାନେ ସେହି, ବିଷ ପଦାର୍ଥ ମଧ୍ୟରେ ବଞ୍ଚି ରହନ୍ତି ଓ, ଉକ୍ତ ବିଷ ସେମାନଙ୍କର ଅନିଷ୍ଟ କରେ ନାହିଁ; ସେହିପରି ବ୍ୟକ୍ତି ଦୁଷ୍ଟ ଲୋକଙ୍କ ସହବାସ କରେ, ଦୁଷ୍ଟ ଲୋକମାନେ ତାହାର କିଛି ଅନିଷ୍ଟ କରି— ପାରନ୍ତି ନାହିଁ —An analogy from worms produced from poisons matter subsisting in the poison; a person brought up in unhealthy or immoral sorroundings can withstand the same in after life.