ବିଷମାଳଙ୍କାର
ଦେଖଣା
ବିଷମାଳଙ୍କାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଷମ+ଅଳଙ୍କାର)
[ସମ୍ପାଦନା]ଅର୍ଥାଳଙ୍କାରବିଶେଷ A figure of speech.
[ଦ୍ରଷ୍ଟବ୍ୟ — କାର୍ଯ୍ୟ ଓ କାରଣର ଗୁଣ ଓ କ୍ରିୟା ବିରୁଦ୍ଧରୂପେ ବର୍ଣ୍ଣିତ ହେଲେ ଅଥବା ଆରବ୍ଧ କ୍ରିୟାର ବିଫଳତା, ବିଶେଷତଃ ଅନିଷ୍ଟଜନକତା ବର୍ଣ୍ଣିତ ହେଲେ ବିଷମାଳଙ୍କାର ହୁଏ ଯଥା—ତବ ତୀକ୍ଷ୍ଣ ଅସିଲତା ତମାଳ ବରଣ, କର ସ୍ପର୍ଶେ ଶୁକ୍ଳଭାବ କିରଣ ଧାରଣ, ଶାରଦ ସୁଧାଂଶୁ ସମ ଜଗତର ସାର, ତବ ଯଶ ରାଜନ! କରୁଛି ବିସ୍ତାର କୁଳମଣି. ଅଳଙ୍କାରତରଙ୍ଗିଣୀ]