Jump to content

ବିଷମିବା

ଉଇକିଅଭିଧାନ‌ରୁ

ବିଷମିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବିଷମ)

[ସମ୍ପାଦନା]

ବିଷମରୂପେ ପରିଣତ ହେବା —To turn into rapids or boulders in the bed of a river.

[ଉ— ଛିନ୍ନଶିଳା ପୁଞ୍ଜଯାର ବିଷମି କୋଳେ, ନଦୀଶଯ୍ୟା, ଉପୁଜାନ୍ତି ଅସଂଖ୍ୟ ପ୍ରପାତ ଠାବେ ଠାବେ ରାଧାନାଥ. ମହାଯାତ୍ରା]