Jump to content

ବିଷମୁଷ୍ଟି

ଉଇକିଅଭିଧାନ‌ରୁ

ବିଷମୁଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୋଚିଲା ଗଛ ଓ ତାହାର ଫଳ —୧. Nux Vocima.
୨. ଜୀବନ୍ତୀ (ହିନ୍ଦୀ - ଶ.) — ୨. A rare herb.
୩. ଅଗସ୍ତି ଗଛ(ହିନ୍ଦୀ - ଶ) — ୩. Sesbania Grandiflora (tree)
୪. ମାହାଳ ଗଛ (ହିନ୍ଦୀ - ଶ.) —୪. Persian Lilac (tree)
୫. ଏକପ୍ରକାର କ୍ଷୁଦ୍ର ଗୁଳ୍ମ —୫. A kind of medicinal plant.

[ଦ୍ରଷ୍ଟବ୍ୟ —ହିନ୍ଦୀରେ ଏହାର ବିଷ ଦୋଡ଼ୀ, କଡ଼ଶିଂଗେ କହନ୍ତି; ଏହାର ଅନ୍ୟସଂସ୍କୃତ - ନାମ— କେଶମୁଷ୍ଟି, ସୁମୁଷ୍ଟି, ରଣମୁଷ୍ଟିକ, କ୍ଷୁପାଡ଼ୋଡ଼ମୁଷ୍ଟ ଏହା କଟୁତିକ୍ତରସ, ରୁଚିକର, ଅଗ୍ନିବର୍ଦ୍ଧକ, କଫବାତନାଶକ ଏବଂ ରକ୍ତପିତ୍ତ, ରୁଚିକର, ଅଗ୍ନିବର୍ଦ୍ଧକ, କଫବାତନାଶକ ଏବଂ ରକ୍ତପିତ୍ତ, ଦାହ ଓ କଣ୍ଠରୋଗରେ ଉପକାରକ— ବଙ୍ଗଳା, ଦ୍ରବ୍ୟଗୁଣଶିକ୍ଷା]