Jump to content

ବିଷମ ଜ୍ୱର

ଉଇକିଅଭିଧାନ‌ରୁ

ବିଷମ ଜ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିଷମ+ଜ୍ୱର)

[ସମ୍ପାଦନା]
୧. କଠିନ ସବିରାମ— ବା ଅବିରାମ ଜ୍ୱରବିଶେଷ; ମଜ୍ଜାଗତ ଜ୍ୱର; ଜୀର୍ଣ୍ଣ ଜ୍ୱର —୧. A chronic intermittent fever of an onstinate type.

[ଦ୍ରଷ୍ଟବ୍ୟ —ଏ ଜ୍ୱର ପ୍ରତିଦିନ ରୋଗୀକୁ ଆକ୍ରମଣ କରେ, କିନ୍ତୁ ଏଥିରେ ଶରୀରର ତାପ ବା ନାଡ଼ୀର ଗତି ସବୁବେଳେ ସମାନ ନ ଥାଏ, କିମ୍ୱା ଜର ଆସିବା ସମୟ ଠିକ୍ ନ ଥାଏ ସାଧାରଣ ଜ୍ୱରର ଚିକିତ୍ସା ନହେଲେ ବା ଜ୍ୱର ସମ୍ୱୂର୍ଣ୍ଣ ରୂପେ ଭଲ ନ ହେଉଣୁ ରୋଗୀ ଆପଥ୍ୟ କଲେ ତହା ବିଷମ ଜ୍ୱରରେ ପରିଣତ ହୁଏ ଏହାର ଅନେକ ଭେଦ ଅଛି, ଯଥା—ସନ୍ତତ ଜେବର, ସତତ ଜ୍ୱର, ତୃତୀୟକ, ଚତୁର୍ଥକ]

୨. ଖୁବ୍ ଶୀତବୋଧ ସହ ଆସିବା ଜ୍ୱର (ହିନ୍ଦୀ - ଶ.) —୨. Fever attackigng a person with a feeling of cold.
୩. କ୍ଷୟ ବା ରାଜଯକ୍ଷ୍ମା ରୋଗରେ ହେବା ଜ୍ୱର (ହିନ୍ଦୀ - ଶ.) —୩. Fever due to consumption.