Jump to content

ବିଷମ ବିଶିଖ

ଉଇକିଅଭିଧାନ‌ରୁ

ବିଷମ ବିଶିଖ

ଉଚ୍ଚାରଣ

[ସମ୍ପାଦନା]

(ବିଷମ ବାଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବିଷମ+ବିଶିଖ)

[ସମ୍ପାଦନା]
୧. (ବହୁବ୍ରୀହି; ଏହାଙ୍କ ଧନୁର ଶର ସଂଖ୍ୟା ୫ କନ୍ଦର୍ପ) —୧. Cupid.
୨. (କର୍ମଧା) ସୁତୀକ୍ଷ୍ଣ ବ ଦାରୁଣ ଶର — ୨. Terrible or very sharp arrow.

(ଉ— ବିଷମ ବିଶିଖେ ତାକୁ କରି ଦିଅ ବଣା ଭ଼ଞ୍ଜ. ବୈଦେହୀଶ— ବିଳାସ)