ବିଷମ ରାଶି
ଅସମ ବା ଅଯୁଗ୍ମ ରାଶି —An odd number.
[ଯଥା—୧. ୩, ୫, ୭, ୯, ୧୧, ୧୩: ]
ଯେଉଁ ରାଶି ଦୁଇ ସମାନ ପୂର୍ଣ୍ଣସଂଖ୍ୟାରେ ବିଭକ୍ତ ହୋଇ ନ ପାରେ