Jump to content

ବିଷମ ଶର

ଉଇକିଅଭିଧାନ‌ରୁ

ବିଷମ ଶର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବିଷମ+ଶର)

[ସମ୍ପାଦନା]
୧. କନ୍ଦର୍ପ — ୧. Cupid.

(ଉ—ବିଷମ ଶର ବ୍ୟାଧ ହରିଣୀ କରି, ବିଚ୍ଛେଦ ଘାଟ ଜଗି ବାଣ ପ୍ରହାରି ଯେ ଭଞ୍ଜ. ବୈଦେହୀଶବିଳାସ)

୨. (କର୍ମଧା) ଦାରୁଣ ବାଣ — ୨. Terrible arrow.