ବିଷମ ସପ୍ତମ
ଦେଖଣା
ବିଷମ ସପ୍ତମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଷମ+ସପ୍ତମ)
[ସମ୍ପାଦନା](ଫଳିତ ଜ୍ୟୋତିଷ) ବିବାହରେ ନିଷିଦ୍ଧ ଯୋଗ ବିଶେଷ୍ୟ — (astrology) An astrological conjuction of signs o the bride and bridegroom which is considered inauspicious for marriage.
[ଦ୍ରଷ୍ଟବ୍ୟ —ବର କନ୍ୟାଙ୍କର ଯଥାକ୍ରମେ ମେଷ ଓ ତୁଳା, ମିଥୁନ ଓ ଧନୁ, ସିଂହ ଓ କୁମ୍ଭ ଏପରି ରାଶି ହେଲେ ଏହାକୁ ବିଷମ ସପ୍ତମ କହନ୍ତି ଏପରି ଅବସ୍ଥାରେ ବିବାହ ହେଲେ ବରର ଓ କନ୍ୟାର ମୃତ୍ୟୁ ଘଟେ]