ବିଷମ ସମସ୍ୟା
ଦେଖଣା
ବିଷମ ସମସ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିଷମ+ସମସ୍ୟା)
[ସମ୍ପାଦନା]- ୧. ଉତ୍କଟ ବା ଅସାଧ୍ୟ ପ୍ରଶ୍ନ ବା ବିଷୟ —୧. Dilemma; a riddle which is very hard to slove.
- ୨. ଶବ୍ଦାଳଙ୍କାର ବିଶେଷ —୨. A figure of speech.
[ଦ୍ରଷ୍ଟବ୍ୟ —ଏଥିରେ ଅଯଥାର୍ଥ ବିଷୟ ଲକ୍ଷଣାର୍ଥେରେ ବ୍ୟବହୃତ ହୋଇଥାଏ ଯଥା—କବି ବିତରିଲା ବିଚିତ୍ର ହେଲା ତୁମ୍ୱୀ ବୁଡ଼ିଲା, ନ ବୁଡ଼ି ଶଇଳ ସଲିଳ ଉପରେ ଯା ରହିଲା ଭଞ୍ଜ. ଲାବଣ୍ୟବତୀ]