Jump to content

ବିଷମ ସାହସ

ଉଇକିଅଭିଧାନ‌ରୁ

ବିଷମ ସାହସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିଷମ+ସାହସ)

[ସମ୍ପାଦନା]

ଅସମ ସାହସ; ଅନୁଚିତ ସାହସ —Foothardiness;

[ଉ—ନସ୍ୱିନୀ ବଳାର ଏ ବିଷମ ସାହସ, ଦେଖି ହେବେ ସମବେତ ରାଜନ୍ୟେ ଚକତ— ରାଧାନାଥ. ମହାଯାତ୍ରା]