ବିଷାଦ
ଦେଖଣା
ବିଷାଦ
ଉଚ୍ଚାରଣ
[ସମ୍ପାଦନା](ହର୍ଷ—ବିପରୀତ)
ସଂସ୍କୃତ - ବିଶେଷ୍ୟ - (ବି+ସଦ୍ ଧାତୁ=ଅବସନ୍ତ୍ର ହେବା+ଭାବ. ଅ)
[ସମ୍ପାଦନା]- ୧. ସ୍ଫୁର୍ତ୍ତିହୀନତା —୧. Want of high spirits; low spiretedness.
- ୨. ଇଷ୍ଟନାଶ ଜନିତ ମନୋବେଦନା —୨. Sadness due to the loss of one's wished for object.
- ୩. ଖେଦ; ମନୋଭଙ୍ଗ; ମନୋଦୁଃଖ —୩. Dejection; grief; dismay; mental distress.
- ୪. ନିଶ୍ଚେଷ୍ଟାତା; ଜଡ଼ତା —୪. Want of exertion,
ଦେଶଜ - ବିଶେଷଣ -
[ସମ୍ପାଦନା]ବିଷଣ୍ଣ; ଦୁଃଖପୂର୍ଣ୍ଣ —Sorrowful; sad; dejected.
[ଉ—ବିଷାଦ ବଦନ ତୋହର, ଯେ ମୁଖ ସ୍ୱଭାବେ ସୁନ୍ଦର ଜଗନ୍ନାଥ. ଭାଗବତ]