Jump to content

ବିଷାନ୍ତକ

ଉଇକିଅଭିଧାନ‌ରୁ

ବିଷାନ୍ତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଇଷ+ଅନ୍ତକ=ନାଶକ)

[ସମ୍ପାଦନା]

ଗରଳ ନାଶକ; ବିଷ ନାଶକ —Counteracting the effect poison.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶିବ; ମହାଦେବ — Ṡiba

[ଦ୍ରଷ୍ଟବ୍ୟ —ଏ ସମୁଦ୍ର ମନ୍ଥନରୁ ଉତ୍ଥିତ ଗରଳ ପାନ କରିଥିଲେ]