ବିଷିପିତା
ଦେଖଣା
ବିଷିପିତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଷିପିତା
|
ଦେଶଜ - ବିଶେଷଣ - (ସଂସ୍କୃତ - ବିଷତିକ୍ତ)
[ସମ୍ପାଦନା]- ୧. ବିଷପରି କଟୁ — ୧. Bitter like poison.
- ୨. ଅତ୍ୟନ୍ତ ପିତା —୨. Very bitter.
- ୩. (ଲକ୍ଷଣାର୍ଥ) ଅତି ଅପ୍ରିୟ —୩. (figurative) Very unpleasant.
[ଦ୍ରଷ୍ଟବ୍ୟ — କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତି ପ୍ରତି କୁପିତ ହୋଇ ତାକୁ ଚାହିଁବାଦ୍ୱାରା ବିରକ୍ତ ହେଲେ ଲୋକେ କହନ୍ତି— ଦ୍ୱିତୀୟ ବ୍ୟକ୍ତି ପ୍ରଥମ ବିଷପିତା ଲାଗୁଛି]