Jump to content

ବିଷୀ

ଉଇକିଅଭିଧାନ‌ରୁ

ବିଷୀ

ଉଚ୍ଚାରଣ

[ସମ୍ପାଦନା]
(ବିଷିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ବିଷ+ଇନ୍; ୧ମା. ୧ବ)

[ସମ୍ପାଦନା]

ବିଷମୟ; ବିଷଧର (ହିନ୍ଦୀ - ଶ) —Poisnous.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷଧର ସର୍ପ (ହିନ୍ଦୀ - ଶ) —୧. Poisonous sbake.
୨. ବିଷମୟ ପଦାର୍ଥ —୨. Any poisonous article.