ବିଷୁ
ଦେଖଣା
ବିଷୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଷ ଧାତୁ+କର୍ତ୍ତୃ. ଉ)
[ସମ୍ପାଦନା]- ୧. ସାମ୍ୟ; ସମାନତା — ୧. Equality.
- ୨. ନାନାରୂପତା —୨. The state of having many forms.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବିଷୟରେ ଗ୍ରାମ୍ୟ ରୂପ 'ବିଷ'ର ରୂପ ପଞ୍ଚମୀ ବିଭକ୍ତିରେ)
[ସମ୍ପାଦନା]- ୧. ବିଷୟରୁ —୧. From the matter.
- ୨. (ଆଦ—ରାର୍ଥକ) ବିଷ୍ଣୁର ଡାକ ନାମ —୨. A name for calling Bishṇu.