ବିଷୁବତ୍
ଦେଖଣା
ବିଷୁବତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଜ୍ୟୋତିଷ ପରିଭାଷା; ବିଷୁ=ଦ୍ୱିଷ=ଦୁଇ ଭାଗରେ + ଅଛି ଅର୍ଥରେ ବତ୍; ଯାହା ମଧ୍ୟସ୍ଥଳରେ ଅବସ୍ଥିତ ଥାଇ ବର୍ଷକୁ ଦୁଇ ଭାଗରେ ଅର୍ଥାତ୍ ଦକ୍ଷିଣାୟନ ଓ ଉତ୍ତରାୟଣରେ ବିଭକ୍ତ କରେ)
[ସମ୍ପାଦନା]- ୧. କ୍ରାନ୍ତିପାତ— (ଦେଖ) - —୧. Krantipāta (See); The equinox (Apte)
[ଦ୍ରଷ୍ଟବ୍ୟ —ଏପରି ବିଷୁବତ୍ ବା କ୍ରାନ୍ତିପାତ ଦୁଇଗୋଟି ଅଛି ଯଥା—୧ ମହାବିଷୁବ ସଂକ୍ରାନ୍ତି (୨) ଜଳ ବିଷୁବ ସଂକ୍ରାନ୍ତି]
- ୨. ବିଷୁବ (ଦେଖ) - ୨. Bishuba (See)