ବିଷୁବତ୍ ରେଖା
ଦେଖଣା
ବିଷୁବତ୍ ରେଖା
ଉଚ୍ଚାରଣ
[ସମ୍ପାଦନା]ବିଷୁବତୀ ରେଖା, ବିଷୁରେଖାଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)
[ସମ୍ପାଦନା]ଆକାଶ ମଣ୍ଡଳରେ ଯେଉଁ କଳ୍ପିତ ରେଖା ଦୁଇ ବିଷୁବତ୍ ବାଟେ ବୁଲି ଆକାଶକୁ ଉତ୍ତର ଭୂଗୋଲାର୍ଦ୍ଧ ଓ ଦକ୍ଷିଣ ଭୂଗୋଲାର୍ଦ୍ଧରେ ବିଭକ୍ତ କରିଅଛି —The ecliptic.
[ଦ୍ରଷ୍ଟବ୍ୟ —ପୃଥିବୀର ବିଷୁବ ରେଖାରେ ପ୍ରତ୍ୟେକ ବିନ୍ଦୁ ଆକାଶରେ ବିଷୁବତ୍ ରେଖାର ପ୍ରତ୍ୟେକ ବିନ୍ଦୁ ଆକାଶରେ ବିଷୁବତ୍ ରେଖାର ପ୍ରତ୍ୟେକ ବିନ୍ଦୁର ତଳେ ରବିମାର୍ଗ ବିଷୁବତ୍ ରେଖା ସଙ୍ଗେ ୨୩: ଡ଼ିଗ୍ରୀ ୨୭: ମିନିଟ୍ କୋଣରେ ଅବସ୍ଥିତ ବୋଲି କଳ୍ପିତ]