Jump to content

ବିଷୁବନ୍ତୀ

ଉଇକିଅଭିଧାନ‌ରୁ

ବିଷୁବନ୍ତୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ଦେଶଜ - ବି—(ସଂସ୍କୃତ - ବିଷୁବତ୍)

[ସମ୍ପାଦନା]

ସୁଷୁମଣା—(ନାଡ଼ି ବିଶେଷ) —Name of one of the principal long veins in the body

[ଉ—ଏ ନାଡ଼ିରେ ଅବସ୍ଥିତ କାଳରୂପୀ ସେହି; ସର୍ବ କାର୍ଯ୍ୟ ବିନାଶକୁ ବିଷବନ୍ତୀ କହି ପ୍ରାଚୀ. ଶିବସ୍ୱରୋଦୟ]

[ଦ୍ରଷ୍ଟବ୍ୟ —ଏ ନାଡ଼ିରେ ବାୟୂ ପ୍ରବାହିତ ହେଉଥିବା ସମୟରେ କୌଣସି କାର୍ଯ୍ୟ କଲେ ତାହା ବିନଷ୍ଟ ହୁଏ]