ବିଷୁବ ରେଖା
ଦେଖଣା
ବିଷୁବ ରେଖା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନିରକ୍ଷରେଖା; ପୃଥିବୀର ଉତ୍ତର ମେରୁ ଓ ଦକ୍ଷିଣ ମେରୁଠାରୁ ଉଭୟ ଦିଗରେ ସମ —
ଦୂରବର୍ତ୍ତୀ ପୃଥିବୀ ଗୋଲକର ଚତୁର୍ଦ୍ଦିଗରେ ଘେରିଥିବା ମଣ୍ଡଳାକାର କଳ୍ପିତ ରେଖା —୧. The equator.
[ଦ୍ରଷ୍ଟବ୍ୟ —ଏହି ରେଖା ଉପରେ ସୂର୍ଯ୍ୟ ଥିବା ସମୟରେ ଦିନରାତି ସମାନ ହୁଏ]
- ୨. ଖଗୋଳରେ ପୃଥିବୀର ବିଷୁବ ରେଖାର ଠିକ୍ ଉର୍ଦ୍ଧ୍ୱରେ କଳ୍ପିତ ରେଖା; ବିଷୁବତ୍ ରେଖା —୨. The celestial ecliptic; the equinoxial line (Apte).