ବିଷୁବ ସଂକ୍ରାନ୍ତି
ଦେଖଣା
ବିଷୁବ ସଂକ୍ରାନ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସୂର୍ଯ୍ୟ ବର୍ଷକରେ ଯେଉଁ ଦିନଦ୍ୱୟ ବିଷୁବ ରେଖା ଉପରେ ଗମନ କରନ୍ତି; ତହିଁର ପରବର୍ତ୍ତୀ ସଂକ୍ରାନ୍ତି ଦ୍ୱୟ; ଜଳବିଷୁବ ସଂକ୍ରାନ୍ତି ଓ ମହାବିଷୁବ ସଂକ୍ରାନ୍ତି; ବର୍ଷକରେ ଯେଉଁ ଦିନଦ୍ୱୟ ସୂର୍ଯ୍ୟ ପ୍ରଥମେ ଯଥା— କ୍ରମେ ମେଷ ରାଶିକୁ ଓ ତୁଳ ରାଶିକୁ ସଂକ୍ରମଣ (ଗମନ) କରନ୍ତି —The two Saṁkrānti days in the year falling after the equinozes; the passage of the sun to the next sign at the vernal and autumnal equinoxex; the passage of the sun to the first points of Aries and Libra after the vernal and autumnal equinoxex; the equinoxial passage (Apte)
(ବିଷୁବ ତଳେ ନୋଟ୍ ଦେଖ) (See notes under Bishuba)